Bazaar Yuddha

De (autor): Tapan Kumar Panda

Bazaar Yuddha - Tapan Kumar Panda

Bazaar Yuddha

De (autor): Tapan Kumar Panda

Panda, Tapan Kumar: - ଡକ୍ଟର ତପନ କୁମାର ପଣ୍ଡା ବ୍ୟବସାୟ ପରିଚାଳନା କ୍ଷେତ୍ରରେ ଭାରତରେ ଜଣେ ଜଣାଶୁଣା ପ୍ରାଧ୍ୟାପକ । ସେ ଏକାଧାରରେ କବି, ଗାଳ୍ପିକ ଓ ଅନୁବାଦକ । ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୁଷ୍ଟନ୍ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭକରି ସେ ଭାରତର ପ୍ରମୁଖ ଅନୁଷ୍ଠାନ ଭାରତୀୟ ପ୍ରବନ୍ଧ ସଂସ୍ଥାନରେ ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରିଛନ୍ତି । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଲେଖୁଥିବା ଡ. ପଣ୍ଡା ପ୍ରମୁଖ ଭାରତୀୟ ଓ ବହୁଦେଶୀୟ କମ୍ପାନୀମାନଙ୍କ ପାଇଁ ବହୁ ବିଜ୍ଞାପନ ଲେଖିବା ସହ ତାଙ୍କର ପଚିଶଟି ବହି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରକାଶକଙ୍କ ଦ୍ୱାରା ପ୍ରକାଶିତ ହୋଇଛି । ଜଣେ ସଫଳ ଅନୁବାଦକ ଭାବରେ ସେ ୭ଟି ଓଡ଼ିଆ ଗଳ୍ପ ଓ ଉପନ୍ୟାସ ପୁସ୍ତକକୁ ଇଂରାଜୀରେ ଅନୁବାଦ କରିଛନ୍ତି । 'ଦି ନକ୍ସଲାଇଟ୍ ଏଣ୍ଡ ଅଦର୍ ଷ୍ଟୋରିଜ୍]' ଗଳ୍ପ ସଂକଳନ ସମେତ ତାଙ୍କର ଦୁଇଟି ମୌଳିକ ଗଳ୍ପ ପୁସ୍ତକ ଓ ଦୁଇଟି ମୌଳିକ କବିତା ପୁସ୍ତକ ରହିଛି । ସମ୍ପ୍ରତି ପୁଣେ ସ୍ଥିତ ଏମ୍]ଆଇଟି ବିଶ୍ୱଶାନ୍ତି ବିଶ୍ୱ ବିଦ୍ୟାଳୟରେ ଉପକୁଳଗୁରୁ ହିସାବରେ କାର୍ଯ୍ୟରତ ଡ. ପଣ୍ଡା ତପସ୍ୟା ଫାଉଣ୍ଡେସନ୍]ର ପ୍ରତିଷ୍ଠାତା । ସେ ରାଜ୍ୟ ତଥା ଜାତୀୟ ସ୍ତରର ଖବରକାଗଜରେ ବଜାର, ଅର୍ଥନୀତି ଓ ବ୍ୟବସାୟ ସମ୍ବନ୍ଧୀୟ ଅନେକ ସ୍ତମ୍ଭ ଲେଖିବା ସହ ବିଭିନ୍ନ ଟେଲିଭିଜନ ଚ୍ୟାନେଲର ଆଲୋଚନାରେ ଭାଗ ନିଅନ୍ତି । 'ବଜାର ଯୁଦ୍ଧ' ସ୍ତମ୍ଭ ଶୀର୍ଷକରେ ତାଙ୍କର ପ୍ରକାଶିତ ଅନେକ ଆଲେଖ୍ୟମାନଙ୍କ ମଧ୍ୟରୁ ବଛା ବଛା ଲେଖାମାନଙ୍କୁ ନେଇ ଏହି ସଂକଳନଟି ପ୍ରକାଶିତ ହେଉଛି ।
Citește mai mult

124.00Lei

124.00Lei

Primești 124 puncte

Important icon msg

Primești puncte de fidelitate după fiecare comandă! 100 puncte de fidelitate reprezintă 1 leu. Folosește-le la viitoarele achiziții!

Livrare in 2-4 saptamani

Descrierea produsului

Panda, Tapan Kumar: - ଡକ୍ଟର ତପନ କୁମାର ପଣ୍ଡା ବ୍ୟବସାୟ ପରିଚାଳନା କ୍ଷେତ୍ରରେ ଭାରତରେ ଜଣେ ଜଣାଶୁଣା ପ୍ରାଧ୍ୟାପକ । ସେ ଏକାଧାରରେ କବି, ଗାଳ୍ପିକ ଓ ଅନୁବାଦକ । ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୁଷ୍ଟନ୍ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭକରି ସେ ଭାରତର ପ୍ରମୁଖ ଅନୁଷ୍ଠାନ ଭାରତୀୟ ପ୍ରବନ୍ଧ ସଂସ୍ଥାନରେ ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରିଛନ୍ତି । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଲେଖୁଥିବା ଡ. ପଣ୍ଡା ପ୍ରମୁଖ ଭାରତୀୟ ଓ ବହୁଦେଶୀୟ କମ୍ପାନୀମାନଙ୍କ ପାଇଁ ବହୁ ବିଜ୍ଞାପନ ଲେଖିବା ସହ ତାଙ୍କର ପଚିଶଟି ବହି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରକାଶକଙ୍କ ଦ୍ୱାରା ପ୍ରକାଶିତ ହୋଇଛି । ଜଣେ ସଫଳ ଅନୁବାଦକ ଭାବରେ ସେ ୭ଟି ଓଡ଼ିଆ ଗଳ୍ପ ଓ ଉପନ୍ୟାସ ପୁସ୍ତକକୁ ଇଂରାଜୀରେ ଅନୁବାଦ କରିଛନ୍ତି । 'ଦି ନକ୍ସଲାଇଟ୍ ଏଣ୍ଡ ଅଦର୍ ଷ୍ଟୋରିଜ୍]' ଗଳ୍ପ ସଂକଳନ ସମେତ ତାଙ୍କର ଦୁଇଟି ମୌଳିକ ଗଳ୍ପ ପୁସ୍ତକ ଓ ଦୁଇଟି ମୌଳିକ କବିତା ପୁସ୍ତକ ରହିଛି । ସମ୍ପ୍ରତି ପୁଣେ ସ୍ଥିତ ଏମ୍]ଆଇଟି ବିଶ୍ୱଶାନ୍ତି ବିଶ୍ୱ ବିଦ୍ୟାଳୟରେ ଉପକୁଳଗୁରୁ ହିସାବରେ କାର୍ଯ୍ୟରତ ଡ. ପଣ୍ଡା ତପସ୍ୟା ଫାଉଣ୍ଡେସନ୍]ର ପ୍ରତିଷ୍ଠାତା । ସେ ରାଜ୍ୟ ତଥା ଜାତୀୟ ସ୍ତରର ଖବରକାଗଜରେ ବଜାର, ଅର୍ଥନୀତି ଓ ବ୍ୟବସାୟ ସମ୍ବନ୍ଧୀୟ ଅନେକ ସ୍ତମ୍ଭ ଲେଖିବା ସହ ବିଭିନ୍ନ ଟେଲିଭିଜନ ଚ୍ୟାନେଲର ଆଲୋଚନାରେ ଭାଗ ନିଅନ୍ତି । 'ବଜାର ଯୁଦ୍ଧ' ସ୍ତମ୍ଭ ଶୀର୍ଷକରେ ତାଙ୍କର ପ୍ରକାଶିତ ଅନେକ ଆଲେଖ୍ୟମାନଙ୍କ ମଧ୍ୟରୁ ବଛା ବଛା ଲେଖାମାନଙ୍କୁ ନେଇ ଏହି ସଂକଳନଟି ପ୍ରକାଶିତ ହେଉଛି ।
Citește mai mult

S-ar putea să-ți placă și

De același autor

Părerea ta e inspirație pentru comunitatea Libris!

Noi suntem despre cărți, și la fel este și

Newsletter-ul nostru.

Abonează-te la veștile literare și primești un cupon de -10% pentru viitoarea ta comandă!

*Reducerea aplicată prin cupon nu se cumulează, ci se aplică reducerea cea mai mare.

Mă abonez image one
Mă abonez image one
Accessibility Logo